କାନପୁର ବୃହତ୍ ଜଳ ସେଚନ ପ୍ରକଳ୍ପ ଅଞ୍ଚଳରେ ସରଜମିନ ତଦନ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରକଳ୍ପର ସମାପ୍ତି ନେଇ ହେଉଥିବା ବିଳମ୍ବ ପାଇଁ ଅଧିକାରୀଙ୍କୁ କରିଛନ୍ତି ତାଗିଦ । କାରଣ ଗତ 30 ବର୍ଷ ଭିତରେ ଏବେସୁଦ୍ଧା ପ୍ରକଳ୍ପର ମାତ୍ର 30 ପ୍ରତିଶତ କାମ ସରିଛି। କିନ୍ତୁ 86 କୋଟିର ପ୍ରକଳ୍ପ ଏବେ 2438କୋଟିରେ ପହଞ୍ଚିଲାଣି।
#BishweswarTudu #KanupurIrrigationProject #Corruption #construction #Keonjhar #Odisha #ArgusNews