#ଜଳିଲେ_ନା_ଜଳେଇଦେଲେ !
#ରାଜଧାନୀରେ_ବାଇକ_ସହ_ଜଳିଗଲେ_ଯୁବକ !
ଜୟଦେବ ବିହାର ଆଡୁ ରସୁଲଗଡ ଯିବା ରାସ୍ତାରେ ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ବାଇକ। ବାଇକ ଚାଳକ କିଛି ବୁଝିବା ଆଗରୁ ବାଇକର ନିଆଁ ତାଙ୍କୁ ଗ୍ରାସ କରି ସରିଥିଲା
#Bhubaneswar #Accident #youthdeath #Firemishap #Deathmystery #ArgusNews