ପୁରୀରେ ଗୁରୁକୂଳ ସବକମିଟି ବୈଠକ ।
ଗଜପତି ମହାରାଜାଙ୍କ ଅଧକ୍ଷତାରେ ନୀଳାଦ୍ରି ଭକ୍ତନିବାସରେ ବସିଛି ବୈଠକ। ସେବାୟତ ବିଦ୍ୟାର୍ଥୀଙ୍କ ପାଇଁ ପ୍ରସ୍ତାବିତ ଗୁରୁକୁଳ ଆଶ୍ରମ ସ୍କୁଲ ନିର୍ମାଣ ଓ ଏ ସମ୍ପର୍କିତ MOU ସମ୍ପର୍କରେ ଆଲୋଚନା କରାଯାଉଛି
#Puri #GurukulacommiteMeeting #GajapatiMaharaj #ArgusNews