ପୁଅର ଭଙ୍ଗା ଗୋଡର ଚିକିତ୍ସା ପାଇଁ ଭତ୍ତା କାର୍ଡ ବନ୍ଧକ ରଖିଲା ମାଆ । କିଛି ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ । ୭୦ ବର୍ଷୀୟ ବୃଦ୍ଧା ସୁଲୋଚନା ଖୁରା ନିଜ ପୁଅର ଭଙ୍ଗା ଗୋଡର ଚିକିତ୍ସା ପାଇଁ ସମ୍ବଳ ଅଭାବରୁ ନିଜ ପୁଅର ରାସନ କାର୍ଡକୁ ୮ ହଜାର ଟଙ୍କାରେ ବନ୍ଧକ ରଖିଛନ୍ତି ।
#Nabrangpur #Helpless #treatment #RationCard #Odisha #ArgusNews