#ଦୁର୍ଗମରେ_ଦୁର୍ଦ୍ଦଶା !
ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ବେୟବରାଦ କରୁଛନ୍ତି । ହେଲେ ବାସ୍ତବ କ୍ଷେତ୍ରରେ ଏହା ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳରେ ପଂହଁଚିପାରୁନାହିଁ । ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ପାଙ୍ଗାପାଇ ଗ୍ରାମବାସୀ । ରାୟଗଡାରୁ ଦେଖନ୍ତୁ ଏହି ରିପୋର୍ଟ
#rayagada #durgamodisha #underdevelopment #argusnews #odisha