ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ (ଏଚଏସଆରପି) ବିନା କୌଣସି ଗାଡି ରାଜ ରାସ୍ତାରେ ଗଡିପାରିବ ନାହିଁ। ଯଦି ଏହି ନିୟମର କେହି ଉଲ୍ଲଙ୍ଘନ କରନ୍ତି ତା ହେଲେ ତାଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ।
#newnumberplate #vehiclenumberplate #highsecurityregistrationplate #fine #TransportDept #odisha #ArgusNews