ଭୁବନେଶ୍ବରରୁ 3 ବର୍ଷର ପିଲାକୁ ଜଣେ ମହିଳା ଚୋରି କରିଥିବା ଅଭିଯୋଗ। ମୟୁରଭଞ୍ଜ ଅଞ୍ଚଳରୁ ଚୋରି ହୋଇଥିବା ପିଲା ସହିତ ଅଭିଯୁକ୍ତ ମହିଳାକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ପିଲା ସୁରକ୍ଷିତ ଥିବା ବେଳେ ଭୁବନେଶ୍ବରକୁ ଆଣୁଛି ପୋଲିସ।
#bhubaneswar #ChildTheft #Mayurbhanj #nayapallipolice #Odisha #ArgusNews