ବାରଙ୍ଗ 1999କୁ ନେଇ ବଢିଲା ବିବାଦ
ୱେବସିରିଜ ନିର୍ମାଣକୁ ନେଇ ଅଞ୍ଜନା ମିଶ୍ରଙ୍କ କ୍ଷୋଭ । ୱେବସିରିଜ ବିଷୟରେ କିଛି ଜାଣିନଥିବା କହିଲେ ଅଞ୍ଜନା । ତାଙ୍କ ବିନା ଅନୁମତିରେ ନିର୍ମାଣ ହେଉଥିବା ଅଭିଯୋଗ ।
#anjanamishra #biography #controversy #webseries #ottplatform #odisha #argusnews