ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପୁଣି ବିବାଦରେ କମିଶନରେଟ ପୋଲିସ। ଇଡିକୁ ସହାୟତା କରୁନଥିବାର ସଙ୍ଗୀନ ଅଭିଯୋଗ ଗଣମାଧ୍ୟମରେ। ତଦନ୍ତ ବାଟବଣା କରୁଥିବାର ଅଭିଯୋଗ ଆସିଲା ପୋଲିସ ନାମରେ।
#ArgusNews #ArchanaNag #BlackmailingCase #controversy #CommissioneratePolice #ED #investigation #Odisha