#ମାଙ୍କ_ଶାଢୀ_ପିନ୍ଧିଲେ_ଶାନ୍ତି_ମିଳେ
ଆଠଗଡ଼ ନାବେଢ଼ା ଅଞ୍ଚଳର ଗୁରୁଡିଝାଟିଆ ଗାଁର ବାସନ୍ତୀ ଦର୍ଗାପୂଜା ଯାତ୍ରାର ରହିଛି ଅନେକ ଖ୍ୟାତି ରହିଛି । ମାଆ ହେଉଛନ୍ତି ସାକ୍ଷାତ ଅଗ୍ନିଦେବୀ । ଭକ୍ତିର ସହ ମାଙ୍କୁ ଆରାଧନା କଲେ ମନୋବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।
#ArgusNews #Athagarh #gurudijhhatia #BasantiDurgapuja #devotee #Odisha