#ବାଣିଜ୍ୟରେ_ବଣ୍ଡା_ଛାତ୍ରୀ_ଜିଲ୍ଲା_ଟପ୍ପର
ବଦଳୁଛି ସମୟ , ବଦଳିଛି ବଣ୍ଡାଘାଟିର ଚିତ୍ର । ଯେଉଁ ଇଲାକାରେ ଦିନେ ଶିକ୍ଷାର ନିରକ୍ଷରତା ରାଜ କରୁଥିଲା । ପାଠ ଠାରୁ ଦୂରେଇ ରହୁଥିଲେ । ଏବେ ସେଠାରେ ପହଞ୍ଚିଛି ଶିକ୍ଷା । ବଣ୍ଡା ସମ୍ପ୍ରଦାୟର ଛାତ୍ରୀ ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଯାହାକି ବଣ୍ଡା ସମ୍ପ୍ରଦାୟରେ ଗର୍ବ ଏବଂ ଗୌରବ ।
#Bandastudent #DistrictTopper #commerce #Odisha #ArgusNews