ପ୍ରେମ ଆଉ ତାପରେ ବିବାହ। ବିବାହ ପରେ ଯୁବତୀଙ୍କୁ ଛାଡି ଚାଲିଆସିଲେ ଯୁବକ। ଯୁବତୀ ଜଣଙ୍କ ହେଲେ ବାଂଲାଦେଶର ଆଉ ଯୁବକ ଜଣଙ୍କ ହେଉଛନ୍ତି ଓଡ଼ିଶାର । ଏବେ ଯୁବତୀ ରୁମା ମାରୀୟମା ପ୍ରେମିକକୁ ଖୋଜି ଖୋଜି ବାଂଲାଦେଶରୁ ଚାଲିଆସିଛନ୍ତି ଓଡ଼ିଶା।