#ପାଠ_ପଢ଼ା_ପାଇଁ_ଅର୍ଥ_ଯନ୍ତ୍ରଣା
#ବାପାର_ଇଚ୍ଛା_ଥିଲା_ପୁଅକୁ_ପାଠ_ପଢେଇ_ବଡ଼_ମଣିଷ_କରାଇବ
ଦୈଇବ ସାଜିଲା ଦାଉ । ବାପାଙ୍କର ଗୋଡ଼ ଭାଙ୍ଗିଲା ପରେ ପୁଅର ପାଠ ପଢ଼ା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ଜିଲ୍ଲାର ଟପ୍ପର । ଏବେ ପାଠ ପଢ଼ିବା ପାଇଁ ନାହିଁ ସମ୍ବଳ । ଭଣ୍ଡାରିପୋଖରୀ ରଣଜିତ ପଞ୍ଚାୟତ ମାଳିପଦୀ ଗ୍ରାମର ବନମାଳୀ ସାହୁଙ୍କ ପୁଅ ହେଲେ ସତ୍ୟବ୍ରତ ।
#ArgusNews #Bhandaripokhari #MoneyIssue #StudyProblem #education #Odisha #helpless