ଜାତୀୟ ସ୍ତରର ସରକାରୀ ରିସର୍ଚ୍ଚ ସଂସ୍ଥା-ଆଇଜରରେ ଚାକିରୀ ଦେବା ନାଁରେ ସାଇବାରଠକ ମାନେ ରଚିଛନ୍ତି ବଡ଼ଠକେଇ । ଆଇଜରର ଇ-ମେଲ ଡୋମେନ୍କୁ ବ୍ୟବହାର କରି ହୋଇଛି ଚାକିରୀ ଠକେଇ । ୩ଜଣ ବ୍ୟକ୍ତି ଚାକିରୀ ପାଇଥିବା ନେଇ ବ୍ରହ୍ମପୁର ସ୍ଥିତ ଆଇଜର ସହ ଯୋଗାଯୋଗ ପରେ ଏଭଳି ଠକେଇ ବାହାରକୁ ଆସିଛି । ଦେଖିବା ଏହି ରିପୋର୍ଟ
#Ganjam #Brahmapur #IISER #cyberfraud #ArgusNews #Odisha