ବୌଦ୍ଧ ବିଜ୍ଞାପିତ ଅଚଂଳର ଦୁଇଟି ୱାର୍ଡର ୫ ଶହ ପରିବାରକୁ ନେଇ ବୁଟୁପାଲି ଗାଁ ଶିଳ୍ପ ପାଇଁ ସ୍ୱତନ୍ତ୍ର ପରିଚୟ ବହନ କରିପାରିଛି । ପୁରି ଜିଲ୍ଲାର ପିପିଲି ଚାନ୍ଦୁଆ ପରେ ଏହି ଗ୍ରାମର ବି ବେଶ ନାଁ ରହିଛି । ହେଲେ କାରିଗର ମାନଙ୍କୁ ପ୍ରୋତ୍ସହନ ଅଭାବରୁ ଏ ଶିଳ୍ପ ଆସ୍ତେଆସ୍ତେ ବୁଡିବାକୁ ବସିଲାଣି।