#ଖଣି_ଖାଦାନ_ଭରା_ଅଞ୍ଚଳ_କିନ୍ତୁ_ଲୋକେ_ମୌଳିକ_ସେବାରୁ_ବଞ୍ଚିତ
ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ କେମିତି ନଈର ପାଣିରେ ଘୁଷୁରୀ ଗାଧେଇବା ସହ ସେହି ପାଣିକୁ ବ୍ୟବହାର କରୁଛନ୍ତି ଲୋକେ । ଘର ଉପରେ ଖପରା ସାଙ୍ଗକୁ କାନ୍ଥରେ ମାଟିରେ ଲିପି ଦେଇ ରହୁଛନ୍ତି । ଆଉ ବାହ୍ୟ ମଳ ମୂତ୍ର ପାଇଁ ଏବେବି ଜଙ୍ଗଲକୁ ଯାଆନ୍ତି ଲୋକେ । ଏ ଦୃଶ୍ୟ ହେଉଛି ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଂଚଳର ।
#ArgusNews #development #OdishaGovt #Sundargarh #kodai #Odisha #WaterProblem