#କେନ୍ଦ୍ରୀୟ_ଯୋଜନାର_କାର୍ଯ୍ୟାନ୍ବୟନରେ_କାର୍ପଣ୍ୟତା
#ରାଜ୍ୟ_ସରକାରଙ୍କ_ଉପରେ_ବର୍ଷିଲେ_କେନ୍ଦ୍ରମନ୍ତ୍ରୀ
ଓଡିଶାକୁ କେନ୍ଦ୍ର ଦେଇଥିବା ଅର୍ଥର ରଖିଲେ ହିସାବ । ବିକାଶରେ ବାଧକ ନ ସାଜି ସହଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ଦେଲେ ପରାମର୍ଶ । ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲିଛନ୍ତି ୭ କେନ୍ଦ୍ରମନ୍ତ୍ରୀ ।
#OdishaGovt #Development #CentralGovt #Visit #obstacles #ArgusNews