ଭଦ୍ରକ ଜିଲ୍ଲାରେ ପ୍ରଥମ କରି ଦେଖିବାକୁ ମିଳୁଛି ଡ୍ରାଗନ ଫଳ ଚାଷ । ଏହାକୁ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି ବାସୁଦେବପୁର ପୌର ପାଳିକା ୧୨ ନମ୍ବର ୱାର୍ଡର ଶିକ୍ଷିତ ଚାଷୀ ରତିକାନ୍ତ ପାଢ଼ୀ । ରତିକାନ୍ତ ୟୁଟ୍ୟୁବରୁ ଦେଖି ଗୁଜୁରାଟରୁ ହଜାରେ ଚାରା ଆଣି ଏକ ଏକର ଜମିରେ ଡ୍ରାଗନ ସହିତ ତାଇୱାନ ପିଙ୍କ ପିଜୁଳୀର କରିଛନ୍ତି ଅନ୍ତଃ ଚାଷ ।
#Bhadrak #GoodNews #dragonfruit #dragonfruitcultivation #organic #Odisha #ArgusNews