#ଭୟ_ବଢ଼ାଇଲା_ଦୁର୍ବଳ_ନଦୀବନ୍ଧ
ଲଗାଣ ବର୍ଷା ଆଣିବ ବନ୍ୟା। ତେବେ ଗତଥର ଯେଉଁଠି ନଦୀରେ ଘାଇ ହୋଇଥିଲା ସେ ସ୍ଥାନରେ ବନ୍ଧ ଠିକ ଭାବରେ ମରାମତି ହୋଇ ନଥିବାରୁ ପୁଣି ନଦୀକୁଳିଆ ଲୋକେ ଆତଙ୍କରେ। ବନ୍ୟା ସମ୍ଭାବନା ଥିବା ଉପକୂଳର ବାଲେଶ୍ବର, ଯାଜପୁର ଓ କେନ୍ଦ୍ରାପଡାରେ ସ୍ଥିତି ପରଖିଥିଲା ଅର୍ଗସ ନ୍ୟୁଜ..।
#coastal #weakbridge #danger #flood #Odisha #ArgusNews