ଭୁବନେଶ୍ଵରରୁ ଆସ୍କାର ପୂର୍ବତନ ବିଧାୟକ ସରୋଜ କୁମାର ପାଢ଼ୀ ନିଖୋଜ ସୂଚନା। ଭୁବନେଶ୍ଵର ସୂର୍ଯ୍ୟନଗରରେ ରହୁଥିବା ପୂର୍ବତନ ବିଧାୟକ ନିଖୋଜ ହୋଇଥିବା ସୂଚନା ମିଳିଛି। ଜତକାଲିଠାରୁ ସେ ନିଖୋଜ ଥିବା ବେଳେ ଏନେଇ କ୍ୟାପିଟାଲ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
#Bhubaneswar #aska #MLA #sarojkumarpadhi #missing #complain #Odisha #ArgusNews