#ଭୁବନେଶ୍ୱର_ସହରର_ଏମିତି_ଏକ_ମନ୍ଦିର
ଯେଉଁଠି ଥରେ ହନୁମାନ ଚାଲିଶା ପଢିଲେ ୧୦୮ଥର ସହ ସମାନ ହୁଏ। ଭକ୍ତଙ୍କ ମାନସିକ ପୂରଣ କରନ୍ତି ପଞ୍ଚମୁଖୀ ହନୁମାନ । ବିଶ୍ୱାସ ଓ ଆସ୍ଥାର ଜୀବନ୍ତ ପ୍ରତିମା ହେଉଛନ୍ତି ଏହି ୧୦୮ ହନୁମାନ ମନ୍ଦିରକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ ।
#ArgusNews #hanumanchalisa #Bhubaneswar #worshiped #hanumantemple #Odisha