#ହାଇଦ୍ରାବାଦରେ_ମୁସଲିମ_ଯୁବତୀକୁ_ବିବାହ_କରିଥିବା_ଦଳିତ_ଯୁବକକୁ_ନିର୍ମମ_ହତ୍ୟା
ମୁସଲିମ ଯୁବତୀର ଭାଇ ଓ ଭିଣୋଇକୁ ଗିରଫ କଲା ପୋଲିସ । ଗଙ୍ଗା-ଯମୁନୀ ତହଜିବର କଥା କହୁଥିବା ଲୋକ ମାନେ ଏହି ମାମଲାରେ ଚୁପ କାହିଁକି ବୋଲି ପ୍ରଶ୍ନ କଲା ଭିଏଚପି । ଏହି ମାମଲାରେ ସାମିଲ ଥିବା ଅନ୍ୟ ମାନଙ୍କୁ ଗିରଫ କରିବାକୁ ପୋଲିସ ପ୍ରୟାସ ଜାରୀ ରଖିଛି ।
#Hyderabad #married #police #Arrest #ArgusNews