ମୁସଲିମ ଭକ୍ତଙ୍କ ଜଗନ୍ନାଥ ପ୍ରେମ। ଧାନରେ ନନ୍ଦିଘୋଷ ରଥ ତିଆରି କରି ନିଜ ଭକ୍ତି ଅର୍ଘ୍ୟ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି। ଆଉ ମାତ୍ର ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ଧାନରେ ନନ୍ଦିଘୋଷ ରଥ କଳାକୃତି କରିଛନ୍ତି ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବ ଶିଳ୍ପୀ ଜାବିର୍ ଖାଁ।
#Puri #muslimdevotee #jagannathlove #RathYatra #odisha #ArgusNews