ପ୍ରଥମ ଗଜପତି ରାଜା କପିଳେନ୍ଦ୍ର ଦେବଙ୍କର ୫୮୮ ତମ ରାଜ୍ୟାଭିଷେକ ଦିବସ ଓଲଡ଼ଟାଉନ ସ୍ଥିତ କପାଳି ମଠ ନିକଟରେ ପାଳିତ ହୋଇଯାଇଛି । ଓଡିଶା ଇତିହାସରେ ରାଜା ଖାରବେଳ ଙ୍କ ପରେ ସବୁଠାରୁ ପ୍ରଭାବ ଶାଳୀ ରାଜା ଥିଲେ ରାଜା କପିଳେନ୍ଦ୍ର ଦେବ । କିନ୍ତୁ ତାଙ୍କ ଇତିହାସ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇ ନାହିଁ ।
#bhubaneswar #kapilendradeva #CoronationDay #history #PowerfulKing #Odisha #ArgusNews