#ଜୀବନ_ଜୀବିକା_ପାଇଁ_ବାଜିରେ_ଲାଗୁଛି_ଜୀବନ
କୋରାପୁଟ ବୋରିଗୁମା ଏବଂ ଦସମନ୍ତପୁର ବ୍ଲକରେ ପ୍ରତିଦିନ ସମସ୍ୟା ସହ ଜୁଝୁଛନ୍ତି ଅଂଚଳବାସୀ । ଦୁଇଟି ବ୍ଲକରେ ରୁହନ୍ତି ହଜାର ହଜାର ଲୋକ । ପାନୀୟ ଜଳ ସହ ଜଳସେଚନ ପାଇଁ ଦୁଇଟି ବ୍ଲକର ମଝିରେ ନିର୍ମାଣ ହୋଇଥିଲା ମୋରାନ ଡ୍ୟାମ । ହେଲେ ଏହା ସମସ୍ୟା କମାଇବା ବଦଳରେ ବଢାଇଛି ।
#koraput #Barigumpha #damissue #water #Odisha #ArgusNews