#ବଣ୍ଡାଜନଜାତିଙ୍କ_ବିକାଶ_ନାଁରେ_ଟଙ୍କା_ଚଳୁ
ବିରଳ ଜନଜାତି ବଣ୍ଡାଙ୍କୁ କାହିଁକି ଅବହେଳା । କେନ୍ଦ୍ର ଓ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ବଣ୍ଡା ଜନଜାତି କାହିଁକି ପିଉଛନ୍ତି ଝରଣା ପାଣି । କେବେ ବଣ୍ଡାମାନଙ୍କର ସ୍ଥିତି ବୁଝିବାକୁ ଗ୍ରାଉଣ୍ଡକୁ ଯାଇଛନ୍ତି କି ମନ୍ତ୍ରୀ ଜଗନ୍ନାଥ ସାରକା । ଆଉ କେବେ ଯାଇଛନ୍ତି କି ଜିଲ୍ଲାପାଳ ବିଶାଲା ସିଙ୍ଗା । ଏଠି ପ୍ରଶ୍ନ ବଣ୍ଡା ମାନଙ୍କର ବିକାଶ ପାଇଁ ବଣ୍ଡା ଡେଭଲମେଣ୍ଟ ଏଜେନ୍ସି ଗଠନ ହୋଇଥିବା ବେଳେ ଏହାର ଟଙ୍କା କୁଆଡେ ଗଲା ।
#Malkangiri #bandaghati #developmentissue #drinkingwater #Odisha #ArgusNews