ବୌଦ୍ଧ ସହର ସ୍ଥିତ ମହାନଦୀ ଚିରଘାଟରେ ମହା ଆଳତି। ଯୋଗଦେଲେ ଜିଲ୍ଲାପାଳଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ। ବୌଦ୍ଧ ସହର ସ୍ଥିତ ଚନ୍ଦ୍ରଚୁଲ ମନ୍ଦିର ଚିରଘାଟରେ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ମହାନଦୀ ମହା ଆଳତି ଅନୁଷ୍ଠିତ ହୋଇଯାଇଛି...।
#ArgusNews #Boudh #Mahanadi #Aarti #Odisha