#ଏବେବି_ରହସ୍ୟ_ଘେରରେ_ମାନସ_ହତ୍ୟାକାଣ୍ଡ !
#ବିନା_ମେମୋରୀ_ଚିପରେ_ଖୋଲିବ_ତ_ମାନସ_ମର୍ଡର_ମିଷ୍ଟ୍ରି ?
#ସତ_ସାମ୍ନାକୁ_ଆଣିପାରିବ_ତ_କ୍ରାଇମବ୍ରାଞ୍ଚ ?
ନା ନିରଞ୍ଜନ, ଶର୍ମିଷ୍ଠାଙ୍କ ପାଖରେ ଅଟକିଯିବ କ୍ରାଇମବ୍ରାଞ୍ଚ ? ଚର୍ଚ୍ଚିତ ଘଟଣାରେ କ୍ରାଇମବ୍ରାଞ୍ଚର ପୁରୁଣା ରେକର୍ଡକୁ ନେଇ ଏଭଳି ସନ୍ଦେହ ।
#sarmitharouth #ManashSwain #MurderCase #CrimeBranch #oldrecords #Odisha #ArgusNews