#ମୋ_ଜହ୍ନକୁ_ମୋତେ_ଫେରେଇଦିଅ
#ମୁଁ_ତା_ବିନା_ବଞ୍ଚିପାରିବିନି
ଆଇନ ଆଗରେ ହାର ମାନିଗଲା ଯଶୋଦା ମା'ର ମମତା। ୮ମାସ ସ୍ନେହ ମମତା ଦେଇ ପାଳିବା ପରେ ଜହ୍ନକୁ ନେଇଗଲା ପ୍ରଶାସନ ଏବେ ଏ ଅଫିସରୁ ସେ ଅଫିସ ବୁଲିଛନ୍ତି ଗଞ୍ଜାମ ଜଗନ୍ନାଥପ୍ରସାଦର ଯଶୋଦା ମା'...। ଶୁଣନ୍ତୁ ପୁରା ଘଟଣା....।
#Ganjam #motherslove #affection #crying #odisha #ArgusNews