#ଗୋପାଳ_ଗୁଳି_ଗୋଲକଧନ୍ଧା
#ଗୋପାଳକୁ_ପାଗଳ_ବନାଇବାକୁ_କିଏ_କରୁଛି_ଷଡଯନ୍ତ୍ର
ଗୋପାଳକୁ ପାଗଳ ବନାଇବାକୁ କିଏ କରୁଛି ଷଡ଼ଯନ୍ତ୍ର ? ମେଡିକାଲ୍ ବୋର୍ଡ ରିପୋର୍ଟ ପରେ ବି ପୁଣି ମାନସିକ ସ୍ଥିତି ଯାଞ୍ଚ ପାଇଁ ବାର ବାର ଆବେଦନ କାହିଁକି ? ବିରୋଧୀ ଦଳ ନେତାଙ୍କ ସଙ୍ଗୀନ ଆରୋପ, ଯିଏ ସୁପାରୀ ଦେଇଛନ୍ତି ସିଏ ହିଁ ସୁରକ୍ଷାକାରୀ
#ArgusNews #NabaDas #DeathIssue #GopalDas #Investigation #Controversy #Odisha