ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ବିରୋଧ କରି ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡିଶା ଜନତା ପାର୍ଟି। ଆଜି ପାର୍ଟିର ସଭାପତି ତଥାଗତ ସ୍ୱାଇଁ ଆନ୍ଦୋଳନରେ ବସିଥିବା ରୁଚିକାଙ୍କ ପରିବାରକୁ ଭେଟିବା ସହ ଯେ ପର୍ଯ୍ୟନ୍ତ ରୁଚିକାକୁ ନ୍ୟାୟ ନମିଳିଛି ଓଡିଶା ଜନତା ପାର୍ଟି ତାଙ୍କ ପରିବାର ସହ ଏହି ଆନ୍ଦୋଳନରେ ରହିବ ବୋଲି କହିଛନ୍ତି।
#Bhubaneswar #antiragging #protest #odishajantaparty #Odisha #ArgusNews