#ଅପପୁଷ୍ଟି_ଯନ୍ତ୍ରଣାରେ_ଜର୍ଜରିତ_ଓଡ଼ିଶା
‘ମନ୍ କୀ ବାତ୍’ରେ ମୋଦିଙ୍କ ଆହ୍ଵାନ । ଦେଶରୁ ଦୂର କର କୁପୋଷଣ । ସେପଟେ, ଅପପୁଷ୍ଟି ଯନ୍ତ୍ରଣାରେ ଜର୍ଜରିତ ଓଡ଼ିଶା । ଅଧା ଓଡ଼ିଶାର ସ୍ଥିତି ସଙ୍ଗୀନ । ୧୦୦ ଶିଶୁରେ ୩୦ ଜଣ ଶିଶୁ ଅପପୃଷ୍ଟି ।
#Narendramodi #MannKiBaat #malnutrition #Odishamalnutrition #ArgusNews