ପଦମପୁର ଉପନିର୍ବାଚନ । ସମ୍ବେଦନଶୀଳ ବୁଥ୍ଗୁଡ଼ିକୁ ଠିକ୍ ଭାବେ ପରିଚାଳନା କରିବା ସହ ସ୍ବଚ୍ଛ ଅବାଧ ନିରପେକ୍ଷ ନିର୍ବାଚନ କରିବା ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କଲା ବିଜେପିର ଏକ ପ୍ରତିନିଧି ଦଳ ।
#ArgusNews #padampur #padampurbypoll #padampurbyelection #campaigning #Odisha