ଆସନ୍ତାକାଲି ପଦମପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ଉତ୍ସାହିତ ବିଜେଡି ଶିବିର। କୋଭିଡ କଟକଣା ହଟିବା ପରେ ପ୍ରଥମ ଥର ପାଇଁ ପ୍ରଚାର ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇବେ ନବୀନ।
#ArgusNews #padampur #padampurbypoll #padampurbyelection #BJD #NaveenPatnaik #campaigning #Odisha