#କେଉଁଠି_ଅଛି_ଶ୍ରୀକୃଷ୍ଣଙ୍କ_ସୁଦର୍ଶନ_ଚକ୍ର ?
#ଦେହତ୍ୟାଗ_ପରେ_କୁଆଡ଼େ_ଗଲା_ପ୍ରଭୁଙ୍କ_ଆୟୁଧ ?
ମାଆ ମଙ୍ଗଳାଙ୍କ ପୀଠ କାକଟପୁରରୁ ମିଳିଛି ସୁଦର୍ଶନ ଚକ୍ରର ସନ୍ଧାନ । ପ୍ରାଚୀ ନଦୀ ତଟରେ ଥିବା ଅଗିଖିଆ ଆଶ୍ରମ ବା ବୀରସିଂହ ଗାଦିରେ ପୂଜା ପାଉଛନ୍ତି ପ୍ରଭୁ ସୁଦର୍ଶନ । ଭାରତର ଅନ୍ୟ କୌଣସି ସ୍ଥାନରେ ସୁଦର୍ଶନ ଚକ୍ର ନ ଥିବା ବେଳେ ପୁରୀରେ ପାତାଳ ଫାଟି ବାହାରିଛି ସୁଦର୍ଶନ ଚକ୍ରର ଅଗ୍ର ଭାଗ
#ArgusNews #Puri #SudarshanChakra #Kakatpur #PrachiRiver #Odisha