#ଉପାନ୍ତରେ_ପହଞ୍ଚି_ପାରୁନି_ବିକାଶ
#ଲୋକଙ୍କୁ_ମିଳୁନି_ମୌଳିକ_ସୁବିଧା
ଖରୀଆର ରୋଡ ସହର ଠାରୁ ବିରୋମାଲ୍ ଯାଉଥିବା ରାସ୍ତା ଏବେ ପାଲଟିଛି ମରଣଯନ୍ତା ,ଏପଟେ ଜିଲ୍ଲାପାଳ ଅଫିସ୍ ରେ ଫେରାଦ ହେଲା ପରେ ରାସ୍ତା ନିର୍ମାଣର ପ୍ରତିଶୁତି ଦେଇଛି ଜିଲ୍ଲା ପ୍ରଶାସନ, ଦେଖିବା ନୂଆପଡ଼ାରୁ ଏହି ରିପୋର୍ଟ କେବେ ନିର୍ମାଣ ହେବ ରାସ୍ତା ?
#ArgusNews #RoadProblem #Nuapada #Biromalvillage #development #OdishaGovt #Odisha