ସହାରା ଇଣ୍ଡିଆ ମ୍ୟାନେଜର ଘରକୁ ଘେରାଉ କରିଛନ୍ତି ଜମାକାରୀ ଲୋକେ । ଗୋଟିଏ ପଟେ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଅନ୍ୟପଟେ ବାସଭବନ କୁ ଘେରାଉ କରିଛନ୍ତି ଲୋକେ । ଲୋକଙ୍କ ଟଙ୍କା ଠକି ନେଇଥିବା ଅଭିଯୋଗରେ ଏଜେଣ୍ଟ ପ୍ରଦ୍ୟୁମ୍ନ କୁମାର ସାହୁ ଙ୍କ ଘର ଆଗରେ ଧାରଣା।
#Ganjam #barampur #SaharaIndia #protest #Odisha #ArgusNews