ଦ୍ୱାଦଶ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ଅଛି । ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସିଡୁଲରେ କମ ଦିନର ବ୍ୟବଧାନ ଅଛି । ଯେଉଁଥି ଲାଗି ପରୀକ୍ଷାର୍ଥୀଙ୍କ ଭିତରେ ଟିକେ ଅସନ୍ତୋଷ ଥିଲା । ପରୀକ୍ଷା କାର୍ଯ୍ୟ ସୂଚୀରେ ସାମାନ୍ୟ ପରିବର୍ତ୍ତନ ଲାଗି ସିଏଚଏସଇକୁ ନିର୍ଦ୍ଦେଶ ଦିଆଯାଇଛି : ସମୀର ଦାଶ
#SameerDas #chse #exam #plustwoexam #ArgusNews