ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ୩ ସହଯୋଗୀ । ଭଦ୍ରକ ଜେଲରେ ପହଞ୍ଚି ସମସ୍ତଙ୍କୁ କଟକ ଆଣୁଛି କ୍ରାଇମବ୍ରାଞ୍ଚ ଟିମ୍ ।
#BreakingNews #Bhadrak #cuttack #CrimeBranch #cameramancase #MurderCase #Remand #sharmistharout #Odisha #ArgusNews