#ଗଞ୍ଜେଇ_ଭିତରେ_ରୂପା_ଇଟା
#ଆସ୍କାରୁ_ଚାଲାଣ_ହେଉଥିଲା_ଖଡ଼ଗପୁର
କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ହାତରେ ରୂପା ସ୍ମଗଲର । ଗଞ୍ଜେଇ ଚାଲାଣ ସନ୍ଧେହ ରେ ରେଡ଼ ବେଳେ ଜବତ ହେଲା ଗାଡି ଭିତରୁ ବିପୁଳ ପରିମାଣର ରୁପା ଇଟା ସହ ଲକ୍ଷ ଲକ୍ଷ ଟଙ୍କା ।
#Silverbrick #money #ExciseDepartment #Raid #Cuttack #Odisha #ArgusNews