ବାଲିଯାତ୍ରାରେ ବସ୍ତି ପିଲାଙ୍କ ଜଲୱା । ନାଚିଲେ ବସ୍ତିର କୁନି କୁନି ପିଲା ଆଉ ଝୁମିଲେ ଦର୍ଶକ। ନାଚର ତାଳେ ତାଳେ ନିଜର ଯାଦୁ ଦେଖାଇବା ସହ ଦର୍ଶକଙ୍କର ମନ ଜିତିଛନ୍ତି କୁନି କୁନି ପିଲା ।