#ପୁଅଙ୍କ_କଥା_ମନେ_ପକାଇ_ମା_ଆଖିରୁ_ଲୁହ_ଶୁଖୁନି
ଏସିଏଫ ,ସୌମ୍ୟରଂଜନ ମୃତ୍ୟୁ ମାମଲାକୁ ଠିକ ଗୋଟିଏ ବର୍ଷ ପୁରିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ.. କ୍ରାଇମବ୍ରାଞ୍ଚ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ ପୁଣି ସିବିଆଇ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ବାପା ଓ ମା.. ପରିବାର ଲୋକଙ୍କ ଅଭିଯୋଗ,ତତକାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସୁରକ୍ଷା ପାଇଁ ତଦନ୍ତକୁ ବାଟବଣା କରାଯାଇଛି ।
#acfsoumyaranjan #acf #dfo #Odisha #ArgusNews #police #investigation