#ଜିମ୍_ପ୍ରତି_ବଢୁଛି_ଯୁବପିଢୀଙ୍କ_ଆଗ୍ରହ
#ଫିଟନେସ_ପାଇଁ_ଜିମ_ସାଜିଛି_ସମସ୍ତଙ୍କ_ପ୍ରଥମ_ପସନ୍ଦ
ସେ ମାଂସପେଶୀ ବନେଇବା ପାଇଁ ହେଉକି ଫିଟ ରହିବା ପାଇଁ ....ଦିନକୁ ଦିନ ବଢୁଛି ଜିମର ଚାହିଦା। ଦିନ ଥିଲା ମେଦବହୁଳତାରେ ଶିକାର ଥିବା ବ୍ୟକ୍ତି ଜିମ ଯାଇ ଫିଟ୍ ରହିବାକୁ ଚେଷ୍ଟା କରୁଥିଲେ । ଏବେ କିନ୍ତୁ ଟ୍ରେଣ୍ଡ ବଦଳିଛି ।
#ArgusNews #gym #Youth #Health #Bhubaneswar #Odisha