ବାଲିଅନ୍ତା ବ୍ଲକ ଅଧିନ ଭୁବନପୁର ଭଇଁଚୁଆ କାଜକୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତା ଅଧାପନ୍ତରିଆ ହୋଇ ପଡିଛି । ଫଳସ୍ୱରୂପ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ୫ ରୁ ଉର୍ଦ୍ଧ୍ବ ଗାଁ ର ଶତାଧିକ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
#RoadProblem #Bhubanapur #Odisha #ArgusNews