କୋଟିଆ ପରେ ଗଜପତିରେ ସଫଳ ହେଲାନି ଆନ୍ଧ୍ର ଷଡଯନ୍ତ୍ର । ଆନ୍ଧ୍ର ପଞ୍ଚାୟତ ନିର୍ବାଚନରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ଦୁଇ ଓଡ଼ିଶା ପ୍ରାର୍ଥୀ । ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣା ଗାଁର ଲକ୍ଷ୍ମୀ ଶବର ଓ ଦ୍ରୌପଦୀ ଶବର ଆନ୍ଧ୍ରପ୍ରଦେଶ ସାବା ଗ୍ରାମ ପଞ୍ଚାୟତ 5ନଂ ୱାର୍ଡରେ ସଭ୍ୟ ଭାବେ ଲଢିବା ପାଇଁ ନାମାଙ୍କନ ଭରିଥିଲେ ...
#ArgusNews #Kotia #Gajapati
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app