ପଡିଆରେ ପ୍ରବାସୀ ଫଳାଇଲେ ଫସଲ । ଲକଡାଉନରେ ଶହଶହ ପ୍ରବାସୀ ଘରକୁ ଫେରିଥିବା ବେଳେ ଘରେ ନବସି ମକାଚାଷ କରିବା ଆରମ୍ଭ କରିଥିଲେ । ଏବେ ଏଥିରୁ ବେଶ ଦିପଇସା ରୋଜଗାର କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ ହେବାର ଦେଇଛନ୍ତି ପ୍ରେରଣା...
#ArgusNews #Odisha #Mayurbhanj #Maka_Chasha #Migrant