#ଏବିଭିପି_ତରଫରୁ_ଆୟୋଜିତ_ହୋଇଯାଇଛି #ବ୍ଲଡ_ଡୋନେସନ୍_କ୍ୟାମ୍ପ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ତରଫରୁ ଭୁବନେଶ୍ବରରେ ଆଜି ଏକ ବ୍ଲଡ ଡୋନେସନ କ୍ୟାମ୍ପର ଆୟୋଜିତ ହୋଇଯାଇଛି । ଟିକା ଉତ୍ସବ ପରେ ରାଜ୍ୟରେ ବ୍ଲଡର ଘୋର ଅଭାବ ଦେଖାଯିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି କ୍ୟାମ୍ପ ସାରା ରାଜ୍ୟରେ କରାଯିବ ବୋଲି ମତ ଦେଇଛନ୍ତି ସଂଗଠନର କାର୍ଯ୍ୟକର୍ତାମାନେ....
#ArgusNews #Odisha #Bhubaneswar #ABVPOdisha #BloodDonationCamp