ପୁରୀ ସିଦ୍ଧ ମହାବୀର ଓଭରବ୍ରିଜ ନିର୍ମାଣ ପ୍ରକ୍ରିୟାରେ ଅନିଶ୍ଚିତତା
ପୁରୀ ସିଦ୍ଧ ମହାବୀର ଓଭରବ୍ରିଜ ନିର୍ମାଣ ପ୍ରକ୍ରିୟାରେ ଅନିଶ୍ଚିତତା । ପୁରୀ ଷ୍ଟେସନ ଅତି ନିକଟରେ ହୋଇଥିବା କାରଣରୁ ଅଧିକାଂଶ ସମୟରେ ରେଳ ଫାଟକ ବନ୍ଦ ରହୁଥିଲା । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥଲେ ଲୋକେ । ଯାହାକୁ ନେଇ ବିବାଦ ତେଜିଥିଲା । ପରେ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଥିଲେ ହେଁ ଏବେ ପୁଣି ମନ୍ଥର ଗତିରେ ଚାଲିଛି କାମ.....
#ArgusNews #Odisha #Puri #Over_bridge
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app