ପୋଲିସ ହେପାଜତରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ସରକାରୀ ଜମି ଜବରଦଖଲ କରି ଦୋକାନୀଙ୍କୁ ମାଗୁଥିଲା ଦାଦା ବଟି । ଦୋକାନୀଙ୍କଠାରୁ ବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ.....
#ArgusNews #Odisha #Bhubaneswar #Gangstar #Raja_Acharjya