ଡିନାମାଇଟ୍ ଲଗାଇ ଉଡାଇ ଦିଆଗଲା ବନ୍ଧ...ରାତାରାତି ସୃଷ୍ଟିହେଲା ବୁଦ୍ଧଲିଙ୍ଗ-ରମ୍ଭାପୁର ରାସ୍ତା ମଝିରେ ଘାଇ...ଘାଇ ମନୁଷ୍ୟକୃତ ବୋଲି ସ୍ୱୀକାର କଲା ପ୍ରଶାସନ....ହେଲେ ମନୁଷ୍ୟକୃତ ଘାଇର ମଣିଷ କିଏ ଏଯାଏଁ ଧରାପଡିନଥିବା ବେଳେ ବିବାଦକୁ ଆସିଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା...
#ArgusNews #Jajpur #MamuBhanja_Ghai